ସମୁତ୍କ୍ରମ Samut-krama

  • ସଂ. ବି (ସମ+ଉତ୍କ୍ରମ) — ଉର୍ଦ୍ଧ୍ୱଗମନ; ଉପରକୁ ଉଠିବା — Rising high; upward motion; going up
  • ସଂ. ବି (ସମ+ଉତ୍କ୍ରମ) — ଉର୍ଦ୍ଧ୍ୱକୁ ଡେଇଁବା — Leaping up, high jump