ସମୁତ୍କୀର୍ଣ୍ଣ Samut-kīrṇṇa

  • ସଂ. ବିଣ (ସମ+ଉତ୍କୀର୍ଣ୍ଣ) — ବିଦ୍ଧ; ବିଦୀର୍ଣ୍ଣ — Pierced through; bored; perforated
  • ସଂ. ବିଣ (ସମ+ଉତ୍କୀର୍ଣ୍ଣ) — ଭଗ୍ନ — Broken
  • ସଂ. ବିଣ (ସମ+ଉତ୍କୀର୍ଣ୍ଣ) — ଖୋଦିତ — Engraved
  • ସଂ. ବିଣ (ସମ+ଉତ୍କୀର୍ଣ୍ଣ) — ବିକୀର୍ଣ୍ଣ; ବିକ୍ଷିପ୍ତ — Scattered