ସମୁତ୍କଣ୍ଠ Samut-kaṇṭha

  • ସଂ. ବିଣ. ପୁଂ (ସମ+ଉତ୍କଣ୍ଠ) — ବିଶେଷଭାବରେ ଉତ୍କଣ୍ଠିତ ବା ବ୍ୟଗ୍ର — Very eager or anxious