ସମୁଡ୍ଡୀନ Samuḍḍīna

  • ସଂ. ବିଣ (ସମ୍+ଉତ୍=ଊର୍ଦ୍ଧକୁ+ଡୀ ଧାତୁ=ଉଠିବା +କର୍ତ୍ତୃ. ତ) — ଯେ ଉଡ଼ି କରି ଊର୍ଦ୍ଧକୁ ଉଠି ଅଛି; ଊର୍ଦ୍ଧ୍ୱାକାଶକୁ ଉତ୍ଥିତ — Risen to the sky; risen high in the air (by flying)