ସମୁଜ୍ଜିହୀର୍ଷୁ Samujjīhirshu

  • ସଂ. ବିଣ (ସମ୍+ଉତ୍+ହୃ ଧାତୁ+ଇଚ୍ଛାର୍ଥେ ସନ୍+ ଉ) — ସମ୍ୟକରୂପେ ଉଦ୍ଧାର କରିବାକୁ ଇଚ୍ଛୁକ — Desirous of delivering