ସମୁଚ୍ଛ୍ୱାସ Samuchchhwāsa

  • ସଂ. ବି (ସମ+ଉତ୍+ଶ୍ୱସ୍ ଧାତୁ+ଭାବ. ଅ) — ଊର୍ଦ୍ଧ୍ୱଶ୍ୱାସ; ପ୍ରବଳ ନିଃଶ୍ୱାସ — Gasp; deep sigh; heavy sigh
  • ସଂ. ବି (ସମ+ଉତ୍+ଶ୍ୱସ୍ ଧାତୁ+ଭାବ. ଅ) — ସ୍ଫୀତି; ବିଶେଷ ଫୁଲା — Swelling; bloating
  • ସଂ. ବି (ସମ+ଉତ୍+ଶ୍ୱସ୍ ଧାତୁ+ଭାବ. ଅ) — ନିଃଶ୍ୱାସ ପ୍ରଶ୍ୱାସ — Inhalation and exhalation; breathing
  • ସଂ. ବି (ସମ+ଉତ୍+ଶ୍ୱସ୍ ଧାତୁ+ଭାବ. ଅ) — ସ୍ଫୂର୍ତ୍ତ; ସ୍ଫୁରଣ — Sparkling