ସମୁଚ୍ଛ୍ରୟ Samuchchhraya

  • ସଂ. ବି (ସମ୍+ଉତ୍+ଶ୍ରି ଧାତୁ=ସେବା କରିବା +ଭାବ. ଅ) — ଅତ୍ୟୁ— ନ୍ନତି — Elevation
  • ସଂ. ବି (ସମ୍+ଉତ୍+ଶ୍ରି ଧାତୁ=ସେବା କରିବା +ଭାବ. ଅ) — ଉଚ୍ଚତା — Height
  • ସଂ. ବି (ସମ୍+ଉତ୍+ଶ୍ରି ଧାତୁ=ସେବା କରିବା +ଭାବ. ଅ) — ଅତି ଉଚ୍ଚ ହୋଇ ଫୁଲିବା; ସ୍ଫୀତି — Swelling
  • ସଂ. ବି (ସମ୍+ଉତ୍+ଶ୍ରି ଧାତୁ=ସେବା କରିବା +ଭାବ. ଅ) — ବୃଦ୍ଧି — Increase
  • ସଂ. ବି (ସମ୍+ଉତ୍+ଶ୍ରି ଧାତୁ=ସେବା କରିବା +ଭାବ. ଅ) — କଳହ — Quarrel
  • ସଂ. ବି (ସମ୍+ଉତ୍+ଶ୍ରି ଧାତୁ=ସେବା କରିବା +ଭାବ. ଅ) — ବିରୋଧ — Dispute; opposition