ସମୁଚ୍ଛଳନ Samuchchhaḻana

  • ସଂ. ବି. (ସମ+ଉତ୍+ଶଳ୍ ଧାତୁ+ଭାବ. ଅନ) — ଚାରିଆଡେ ଖେଳେଇ ହୋଇଯିବା; ପରିବ୍ୟାପ୍ତି — Diffusion