ସମୀହିତ Samīhita

  • ସଂ. ବିଣ. (ସମ୍+ଈହ୍ ଧାତୁ+ଚେଷ୍ଟା କରିବା; ଇଚ୍ଛା କରିବା+କର୍ମ ତ) — ଚେଷ୍ଟିତ; ଉଦ୍ୟୁକ୍ତ — Endeavoured
  • ସଂ. ବିଣ. (ସମ୍+ଈହ୍ ଧାତୁ+ଚେଷ୍ଟା କରିବା; ଇଚ୍ଛା କରିବା+କର୍ମ ତ) — ଅଭୀଷ୍ଟ; ବାଞ୍ଛିତ — Wished for; longed; desired
  • ବି. — (+ଭାବ ତ) ସମ୍ୟକ୍ ଚେଷ୍ଟା — Effort
  • ବି. — ଇଚ୍ଛା — Desire