ସମୀକ୍ଷ୍ୟକାରୀ Samīkshyakārī
- ସଂ. ବିଣ. ପୁଂ (ସମୀକ୍ଷ୍ୟ=ପୂର୍ବାପର ବିବେଚନା କରି + କୃ ଧାତୁ+ କର୍ତ୍ତୃ ଇନ, 1 ମା. 1 ବ.) — ବିବେଚନା ପୂର୍ବକ କାର୍ଯ୍ୟକାରୀ — Acting after due deliberation
- ସଂ. ବିଣ. ପୁଂ (ସମୀକ୍ଷ୍ୟ=ପୂର୍ବାପର ବିବେଚନା କରି + କୃ ଧାତୁ+ କର୍ତ୍ତୃ ଇନ, 1 ମା. 1 ବ.) — ପରିଣାମଦର୍ଶୀ — Prudent; prudential; provident