ସମୀକ୍ଷ୍ୟକାରିତା Samīkshyakāritā
- ସଂ. ବି (ସମୀକ୍ଷ୍ୟ+କୃ ଧାତୁ+କର୍ତ୍ତୃ ଇନ+ଭାବ. ତା) — ପୂର୍ବାପର ବିବେଚନାପୂର୍ବକ କାର୍ଯ୍ୟକାରିତା — Habit of acting after carefully weighing the consequences
- ସଂ. ବି (ସମୀକ୍ଷ୍ୟ+କୃ ଧାତୁ+କର୍ତ୍ତୃ ଇନ+ଭାବ. ତା) — ପରିଣାମଦର୍ଶିତା — Foresight; prudence; providence