ସମିଦ୍ଧ Samiddha

  • ସଂ. ବିଣ (ସମ୍+ଇନ୍ଧ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ତ) — ପ୍ରଦୀପ୍ତ; ପ୍ରଜ୍ଜ୍ୱଳିତ — Ignited; inflamed; kindled; burning
  • ସଂ. ବିଣ (ସମ୍+ଇନ୍ଧ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ତ) — [ଦ୍ର—ହୋମ କରିବା ସମୟରେ ସମିଦ୍ଧ (ଜଳୁଥିବା) ଅଗ୍ନିରେ ଆହୁତି ଦେବାକୁ ହୁଏ। ଅସମିଦ୍ଧ ଅଗ୍ନିରେ ଆହୁତି ଦେଲେ ପୀଡ଼ା ଓ ଦାରିଦ୍ର୍ୟ ଘୋଟେ—ବିଶ୍ୱକୋଷ।]