ସମିଥ Samitha

  • ସଂ. ବି (ସମ୍+ଇ ଧାତୁ+କର୍ତ୍ତୃ ଥ) — ଅଗ୍ନି (ଉଣାଦିକୋଷ) — Fire
  • ସଂ. ବି (ସମ୍+ଇ ଧାତୁ+କର୍ତ୍ତୃ ଥ) — (+କର୍ମ ଅ)—ଯୁଦ୍ଧ (ସିଦ୍ଧାନ୍ତକୌମୁଦୀ) — Fight
  • ସଂ. ବି (ସମ୍+ଇ ଧାତୁ+କର୍ତ୍ତୃ ଥ) — (କରଣ ଥ)—ଆହୁତି (ସଂକ୍ଷିପ୍ତସାର) — Oblations of ghee poured into the sacrificial fire
  • ସଂ. ବିଣ. ପୁଂ — ଆହ୍ୱାତ (ବିଶ୍ୱକୋଷ) — Invited; challenged
  • ସଂ. ବିଣ. ପୁଂ — ଅଗ୍ନିରେ ଆହୁତି ଦିଆଯାଇଥିବା — Offered as oblation unto fire