ସମିତ୍ କାଷ୍ଠ Samit-kāshṭha

  • ସଂ. ବି (ସମିଧ୍ ରୂପେ ବ୍ଯବହୃତ କାଷ୍ଠ, ମଧ୍ୟପଦଲୋପୀ କର୍ମଧା) — ଯଜ୍ଞାଗ୍ନିସନ୍ଦୀପନାର୍ଥ ବ୍ଯବହୃତ କାଷ୍ଠ — Fuel used for igniting the sacrificial fire