ସମିତିକ ଜାତି Samitika jāati

  • ବୈଦେ. ବି (ନାମ) — ପଶ୍ଚିମ ଆସିଆରେ ପ୍ରାଚୀନକାଳରେ ବାସ କରୁଥିବା ଜାତିବିଶେଷ — The Semites; the Semitic people
  • ବୈଦେ. ବି (ନାମ) — [ଦ୍ର—ସେମ୍ ନାମକ ବ୍ୟକ୍ତି ଏମାନଙ୍କ ପୂର୍ବପୁରୁଷ ବୋଲି ବାଇବ୍ଲରେ ଲେଖା ଅଛି]