ସମାହ୍ୱାନ Samāhwāna

  • ସଂ. ବି (ସମ୍+ଆହ୍ୱାନ) — ଯୁଦ୍ଧକୁ ଆହ୍ୱାନ — A challenge to fight
  • ସଂ. ବି (ସମ୍+ଆହ୍ୱାନ) — ନିମନ୍ତ୍ରଣ — Invitation
  • ସଂ. ବି (ସମ୍+ଆହ୍ୱାନ) — ସମ୍ମେଳନୀ — Convocation
  • ସଂ. ବି (ସମ୍+ଆହ୍ୱାନ) — ଦ୍ୟୂତକ୍ରୀଡ଼ାକୁ ଆହ୍ୱାନ — Invitation to a person to join in gambling