ସମାହିତ Samāhita
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ସମାଧିନିଷ୍ଠ; ଧ୍ୟାନମଗ୍ନ; ସମାଧିସ୍ଥ — Absorbed or rapt in meditation
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — (ସମାଧି, ସମାଧା, ସମାଧାନ—ବି)
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ଅବହିତ; ଏକାଗ୍ରଚିତ୍ତ — Attentive
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ଶାନ୍ତ— ଚିତ୍ତ — 4. Of cool temperament
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ଅଭ୍ରାନ୍ତ ଚିତ୍ତ — Calculating; unerring
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ଦୃଢ଼; ଅବିଚଳିତ — Unmoved; firm; fixed
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ନିଷ୍ପାଦିତ; ନିଷ୍ପନ୍ନ — Accomplished
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ମୀମାଂସିତ — Decided
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ସ୍ଥାପିତ — Placed
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ସଂଗୃହୀତ — Collected
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ସଞ୍ଚିତ — Stored
- ସ. ବିଣ (ସମ୍+ଆ+ଧା ଧାତୁ=ଧାରଣ କରିବା+କର୍ମ ତ) — ଅଙ୍ଗୀକୃତ — Agreed