ସମାସ୍ୟା Samāsyā

  • ଗ୍ରା. ବି (ସଂ. ସମସ୍ୟା ଶବ୍ଦର ଅଶୁଦ୍ଧ ଉଚ୍ଚାରଣ) — ସମସ୍ୟା (ଦେଖ) — Samasyā (See)
  • ଗ୍ରା. ବି (ସଂ. ସମସ୍ୟା ଶବ୍ଦର ଅଶୁଦ୍ଧ ଉଚ୍ଚାରଣ) — ଶେଷ ଉତ୍ତର — Final reply
  • ଗ୍ରା. ବି (ସଂ. ସମସ୍ୟା ଶବ୍ଦର ଅଶୁଦ୍ଧ ଉଚ୍ଚାରଣ) — [ଉ—ବେନି କଥା ବିଚାର ସନ୍ଦେହ ବାମାଚିତ୍ତ। ସମସ୍ୟା ନ ଦେଇଣ ହେଲା ହେଠମାଥ—ପ୍ରାଚୀ, ପ୍ରତାପ, ଶଶିସେଣା।]