ସମାହାର Samāhāra
- ସଂ. ବି (ସମ୍+ଆ+ହୃ ଧାତୁ=ହରଣ କରିବା+ଭାବ ଅ) — ସଂଗ୍ରହ; ବହୁ ବସ୍ତୁର ଏକତ୍ରୀକରଣ — Collection
- ସଂ. ବି (ସମ୍+ଆ+ହୃ ଧାତୁ=ହରଣ କରିବା+ଭାବ ଅ) — ଆହରଣ — Gathering
- ସଂ. ବି (ସମ୍+ଆ+ହୃ ଧାତୁ=ହରଣ କରିବା+ଭାବ ଅ) — ସଂକ୍ଷେପ — Abridgement
- ସଂ. ବି (ସମ୍+ଆ+ହୃ ଧାତୁ=ହରଣ କରିବା+ଭାବ ଅ) — ମେଳନ — Mixture; union
- ସଂ. ବି (ସମ୍+ଆ+ହୃ ଧାତୁ=ହରଣ କରିବା+ଭାବ ଅ) — ସମଷ୍ଟି; ସମୂହ; ପୁଞ୍ଜ — Multitude; aggregate
- ସଂ. ବି (ସମ୍+ଆ+ହୃ ଧାତୁ=ହରଣ କରିବା+ଭାବ ଅ) — ଦ୍ୱନ୍ଦ୍ୱ ଓ ଦ୍ୱିଗୁ ସମାସବିଶେଷ — Name of a class of compound words expressing numerical and other aggregates