ସମାସୋକ୍ତି Samāsokti
- ସଂ. ବି ( 6 ଷ୍ଠୀ ତତ୍) — ଅଳଙ୍କାର ବିଶେଷ — A figure of speech; a protracted metaphor the figure of personification
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ଏଥିରେ ସମାନ କାର୍ଯ୍ୟ, ସମାନ ବିଶେଷଣ ଓ ସମାନ ଲିଙ୍ଗଦ୍ୱାରା ପ୍ରସ୍ତୁତ (ଯଥା—ନିର୍ଜୀବ) ପଦାର୍ଥରେ ଅପ୍ରସ୍ତୁତ (ଯଥା—ସଜୀବ) ପଦାର୍ଥର ବ୍ଯବହାର ସମ୍ୟକ୍ ଆରୋପିତ ହୁଏ।
- ସଂ. ବି ( 6 ଷ୍ଠୀ ତତ୍) — କବି ବାୟୁକୁ ଲକ୍ଷ୍ୟ କରି କହୁଅଛନ୍ତି—'ହେ ବାୟୁ! ତୁମ୍ଭେ କୌଣସି କାମିନୀର ସ୍ତନଦ୍ୱୟରୁ ବସନ ଅପନୟନ କରି (ଉଡ଼ାଇ ନେଇ) ଝଟିତି ତାହାର ଅଙ୍ଗକୁ ଆଲିଙ୍ଗନ କରୁଅଛ।' ଏଠାରେ ପ୍ରକୃତ ବାୟୁଠାରେ ଅପ୍ରକୃତ ହଠକାମୁକର ବ୍ଯବହାର ଆରୋପିତ ହୋଇଅଛି; ଏହା ସମାସୋକ୍ତି ଅଳଙ୍କାର—ସାହିତ୍ୟ ଦର୍ପଣ।']