ସମାଲୋଚୀ Samālochī

  • ସଂ. ବିଣ ଓ ବି. ପୁଂ (ସମ୍+ଆ+ଲୋଚ ଧାତୁ+କର୍ତ୍ତୃ ଇନ୍; 1 ମା 1 ବ) — ସମାଲୋଚନକାରୀ — (adj) Critiicising; reviewing (noun) Reviewer; critic