ସମାଲୋଚନା Samāḻochanā

  • ସଂ ବି (ସମ୍+ଆଲୋଚନ) — କୌଣସି ବସ୍ତୁର ବ୍ଯକ୍ତିର, ବିଷୟର ବା ରଚନାର ଦୋଷଗୁଣାଦିର ସମ୍ୟକ୍ ଆଲୋଚନା — Criticism or review of any matter, thing or person