ସମାମ୍ନାୟ Samāmnāya
- ସଂ. ବି (ସମ୍+ଆ+ମ୍ନା ଧାତୁ=ପାଠ କରିବା+ଭାବ. ଅ) — ଏକତ୍ର ପଠନ — Reading together
- ସଂ. ବି (ସମ୍+ଆ+ମ୍ନା ଧାତୁ=ପାଠ କରିବା+ଭାବ. ଅ) — ଏକତ୍ର ଉଚ୍ଚାରଣ — Pronouncing together
- ସଂ. ବି (ସମ୍+ଆ+ମ୍ନା ଧାତୁ=ପାଠ କରିବା+ଭାବ. ଅ) — ପାଠ କ୍ରମ — Successive reading; reading of any matter one after the other
- ସଂ. ବି (ସମ୍+ଆ+ମ୍ନା ଧାତୁ=ପାଠ କରିବା+ଭାବ. ଅ) — ପରାପରତା — Succession
- ସଂ. ବି (ସମ୍+ଆ+ମ୍ନା ଧାତୁ=ପାଠ କରିବା+ଭାବ. ଅ) — (+ କର୍ମ. ଅ) ଶାସ୍ତ୍ର (ବିଶ୍ୱକୋଷ) — Religious books; scriptures
- ସଂ. ବି (ସମ୍+ଆ+ମ୍ନା ଧାତୁ=ପାଠ କରିବା+ଭାବ. ଅ) — ସଂଖ୍ୟା (ବିଶ୍ୱକୋଷ) — Number
- ସଂ. ବି (ସମ୍+ଆ+ମ୍ନା ଧାତୁ=ପାଠ କରିବା+ଭାବ. ଅ) — ସମଷ୍ଟି (ବିଶ୍ୱକୋଷ) — Aggregate