ସମାବେଶିତ Samābeṡita
- ସଂ. ବିଣ (ସମ୍+ଅ+ବିଶ୍ ଧାତୁ ଣିଚ୍ ବେଶି ଧାତୁ +କର୍ମ. ତ) — ପ୍ରବେଶିତ; ଯାହାକୁ ପ୍ରବିଷ୍ଟ କରା ଯାଇଅଛି; ସାମାବେଶ ପ୍ରାପ୍ତ — Thrust; caused to enter; admitted
- ସଂ. ବିଣ (ସମ୍+ଅ+ବିଶ୍ ଧାତୁ ଣିଚ୍ ବେଶି ଧାତୁ +କର୍ମ. ତ) — ଏକତ୍ରରଖା ଯାଇଥିବା; ସହାବସ୍ଥାପିତ — Placed together
- ସଂ. ବିଣ (ସମ୍+ଅ+ବିଶ୍ ଧାତୁ ଣିଚ୍ ବେଶି ଧାତୁ +କର୍ମ. ତ) — ସଂସ୍ଥାପିତ — Accomodated
- ସଂ. ବିଣ (ସମ୍+ଅ+ବିଶ୍ ଧାତୁ ଣିଚ୍ ବେଶି ଧାତୁ +କର୍ମ. ତ) — ଅଭିନିବେଶିତ; ଯାହାର ମନୋଯୋଗ ଅନ୍ୟଦ୍ୱାରା ଆକର୍ଷିତ ହୋଇଅଛି — Having one's attention drawn to a matter by another