ସମାବୃତ Samābṛuta

  • ସଂ. ବିଣ (ସମ୍+ଆବୃତ) — ଚାରିଆଡ଼େ ଆବୃତ; ଚତୁର୍ଦ୍ଦିଗରେ ବେଷ୍ଟିତ — Enveloped; enclosed
  • ସଂ. ବିଣ (ସମ୍+ଆବୃତ) — ଲୁକ୍କାୟିତ — Concealed; hidden under