ସମାବୃତ୍ତ Samābṛutta

  • ସଂ. ବିଣ (ସମ୍+ଆ+ବୃତ ଧାତୁ+କର୍ତ୍ତୃ. ତ) — ପ୍ରତ୍ୟାବୃତ୍ତ — Returned; come back
  • ସଂ. ବିଣ (ସମ୍+ଆ+ବୃତ ଧାତୁ+କର୍ତ୍ତୃ. ତ) — ଗୁରୁଗୃହରେ ବେଦ ପାଠ ଶେଷ କରି ଗୃହସ୍ଥାଶ୍ରମ ଆରମ୍ଭ କରିବା ପାଇଁ ଗୃହକୁ ପ୍ରତ୍ୟାବୃତ୍ତ; ଲବ୍ଧାନୁଜ୍ଞ; ଯେଉଁ ଦ୍ୱିଜଯୁବକ ବ୍ରହ୍ମଚର୍ଯ୍ୟାଶ୍ରମ ପରେ ଗୁରୁଙ୍କ ଆଦେଶ ପାଇ ଗୃହସ୍ଥାଶ୍ରମରେ ପ୍ରବେଶ କରିବାକୁ ଗୃହକୁ ଫେରି ଆସି ଅଛନ୍ତି — Returned to one's home for being married after finishing the study of the Bedas at the preceptor's house and getting the preceptor's permission