ସମାପ୍ତି Samāpti

  • ସଂ. ବି. (ସମ୍+ଅପ୍ ଧାତୁ=ପାଇବା+ଭାବ ତି) — ଶେଷ; ଅବସାନ — Termination; completion; conclusion
  • ସଂ. ବି. (ସମ୍+ଅପ୍ ଧାତୁ=ପାଇବା+ଭାବ ତି) — ପ୍ରାପ୍ତି — Attainment; receipt
  • ସଂ. ବି. (ସମ୍+ଅପ୍ ଧାତୁ=ପାଇବା+ଭାବ ତି) — ସମର୍ଥନ — Supporting; ratification
  • ସଂ. ବି. (ସମ୍+ଅପ୍ ଧାତୁ=ପାଇବା+ଭାବ ତି) — କାର୍ଯ୍ୟ ସମାଧା — The end or accomplishment of any work
  • ସଂ. ବି. (ସମ୍+ଅପ୍ ଧାତୁ=ପାଇବା+ଭାବ ତି) — ଉଜୁଆଁ; ଉଦ୍ଯାପନ — Accomplishment or bringing to completion (said of a religious vow)
  • ସଂ. ବି. (ସମ୍+ଅପ୍ ଧାତୁ=ପାଇବା+ଭାବ ତି) — ବିରୋଧଭଞ୍ଜନ (ବିଶ୍ୱକୋଷ) — Settlement of a dispute
  • ଦେ. ବି—(କଚିରିଆ) — ଡିଗ୍ରୀ ହୋଇଥିବା ମକଦ୍ଦମାରେ ଡିଗ୍ରୀଦାର ଦେଣଦାରଠାରୁ ଡିଗ୍ରି ହୋଇଥିବା ସମସ୍ତ ପାଉଣା ପାଇବା ଦ୍ୱାରା ମକଦ୍ଦମାର ଅବସାନ — Termination of a decree by full satisfaction; the full satisfaction of a decree (on the judgement-debtor fully satisfying the decree holder)