ସମାପ୍ (ଧାତୁ) Samāp (root)

  • ସଂ. (ସମ୍ ଉପସର୍ଗ+ଆପ୍ ଧାତୁ) — ଶେଷ କରିବା; ସମାପ୍ତ କରିବା — To finish
  • ସଂ. (ସମ୍ ଉପସର୍ଗ+ଆପ୍ ଧାତୁ) — ସମ୍ପୂର୍ଣ୍ଣ କରିବା — To complete
  • ସଂ. (ସମ୍ ଉପସର୍ଗ+ଆପ୍ ଧାତୁ) — ଶେଷ ହେବା — To be completed