ସମାପିତ Samāpita

  • ସଂ. ବିଣ (ସମ୍+ଆପ୍ ଧାତୁ ଣିଚ୍=ଆପି ଧାତୁ+କର୍ମ ତ) — ନିଷ୍କାଦିତ; ସମ୍ପାଦିତ — Accomplished; fulfiled
  • ସଂ. ବିଣ (ସମ୍+ଆପ୍ ଧାତୁ ଣିଚ୍=ଆପି ଧାତୁ+କର୍ମ ତ) — ସମାପ୍ତ — Completed
  • ସଂ. ବିଣ (ସମ୍+ଆପ୍ ଧାତୁ ଣିଚ୍=ଆପି ଧାତୁ+କର୍ମ ତ) — ମାରିତ — Killed; murdered