ସମାପନ୍ନ Samāpanna
- ସଂ. ବିଣ (ସମ+ଆ+ପଦ୍ ଧାତୁ+କର୍ମ. ତ) — ଲବ୍ଧ; ପ୍ରାପ୍ତ — 1. Obtained; got
- ସଂ. ବିଣ (ସମ+ଆ+ପଦ୍ ଧାତୁ+କର୍ମ. ତ) — (+କର୍ତ୍ତୃ ତ) ବିପନ୍ନ; ବିପଦଗ୍ରସ୍ତ — Endangered
- ସଂ. ବିଣ (ସମ+ଆ+ପଦ୍ ଧାତୁ+କର୍ମ. ତ) — ନିଷ୍ପାଦିତ; ସମ୍ପନ୍ନ; ସମ୍ପାଦିତ — Accomplished
- ସଂ. ବିଣ (ସମ+ଆ+ପଦ୍ ଧାତୁ+କର୍ମ. ତ) — ହତ (ପ୍ରକୃତିବାଦ) — Killed
- ସଂ. ବିଣ (ସମ+ଆ+ପଦ୍ ଧାତୁ+କର୍ମ. ତ) — ସମାପ୍ତ — Finished
- ସଂ. ବିଣ (ସମ+ଆ+ପଦ୍ ଧାତୁ+କର୍ମ. ତ) — କ୍ଳିଷ୍ଟ (ବିଶ୍ୱକୋଷ) — Troubled