ସମାନବୟଃ Samāna bayaḥ

  • ସଂ. ବିଣ (ବହୁବ୍ରୀହି; ସମାନ+ବୟସ) — ଏକ— ବୟସ୍କ — Of the same age
  • ସଂ. ବିଣ (ବହୁବ୍ରୀହି; ସମାନ+ବୟସ) — ତୁଲ୍ୟବୟସ୍କ — Of similar age