ସମାନ ସ୍କନ୍ଧ Samāna skandha
- ସଂ. ବିଣ (ବହୁବ୍ରୀହି) — ସମସ୍କନ୍ଧ; ଯେଉଁ ବ୍ଯକ୍ତିର ସ୍କନ୍ଧର ଉଚ୍ଚତା ଅନ୍ୟବ୍ଯକ୍ତିର ସ୍କନ୍ଧର ଉଚ୍ଚତା ସଙ୍ଗେ ସମାନ — Of the same height (literally of the same height as that of the shoulder of another)
- ସଂ. ବିଣ (ବହୁବ୍ରୀହି) — (ଲକ୍ଷଣାର୍ଥ)—ଏକ ଅବସ୍ଥିତିଯୁକ୍ତ; ସମପଦସ୍ଥ — Of the same position
- ସଂ. ବିଣ (ବହୁବ୍ରୀହି) — ଧନ, ବିଦ୍ଯା, ବୟସ ଆଦିରେ ପରସ୍ପର ସଙ୍ଗେ ସମାନ — Equal in position; wealth and age