ସମାନ ସୁଖ ଦୁଃଖ Samāna sukha duḥkha

  • ସଂ. ବିଣ. ପୁଂ (ବହୁବ୍ରୀହି; ସମାନ+ସୁଖ+ଦୁଃଖ) — ଯାହାର ଦୃଷ୍ଟିରେ ସୁଖ ଓ ଦୁଃଖ ସମାନ — Feeling the same in pleasure and grief