ସମାନ କାଳୀନ Samāna kāḻīna

  • ସଂ. ବିଣ (ସମାନକାଳ+ଈନ୍; ଇକ) — ସମାକାଳୀନ; ଏକ କାଳରେ ଜାତ ବା ଉତ୍ପନ୍ନ — Born or produced at same time
  • ସଂ. ବିଣ (ସମାନକାଳ+ଈନ୍; ଇକ) — ସମସାମୟିକ — Contemporary
  • ସଂ. ବିଣ (ସମାନକାଳ+ଈନ୍; ଇକ) — ଏକ ସମୟରେ ଘଟିବା — Happening simultaneously