ସମାନ କର୍ମା Samāna karmā

  • ସଂ. ବିଣ (ବହୁବ୍ରୀହି; ସମାନ+କର୍ମନ୍; 1 ମା. 1 ବ) — ସମ ବ୍ଯବସାୟୀ — Of the same profession
  • ସଂ. ବିଣ (ବହୁବ୍ରୀହି; ସମାନ+କର୍ମନ୍; 1 ମା. 1 ବ) — ସମାନ କର୍ମକାରୀ — Doing equal or similar acts