ସମାନ କରଣ Samāna karaṇa
- ସଂ. ବି — ବକ୍ର ବସ୍ତୁକୁ ସଳଖ କରିବା (ବିଶ୍ୱକୋଷ) — Straightening
- ସଂ. ବି — ଏକ ଜାତୀୟ ଦୁଇଟି ବସ୍ତୁକୁ ସମାନ ଆକାରକୁ ଆଣିବା (ବିଶ୍ୱକୋଷ) — Equalising of two things of the same class
- ସଂ. ବି — ଶିଥିଳ ଶିଶ୍ନର ସଂଯମନ— ନିରାଶ (ଅଥର୍ବ ପ୍ରାତିଶାଖ୍ୟ) — Bringing about the erection of a prostrate penis