ସମାଧ୍ନାତ Samādhnāta

  • ସଂ. ବିଣ (ସମ୍+ଅଧ୍ମାତ; ଅଧ୍ନାତ) — ସମ୍ୟକ୍ ଶବ୍ଦିତ — Resounded
  • ସଂ. ବିଣ (ସମ୍+ଅଧ୍ମାତ; ଅଧ୍ନାତ) — ଉତ୍ସାହିତ — Encouraged
  • ସଂ. ବିଣ (ସମ୍+ଅଧ୍ମାତ; ଅଧ୍ନାତ) — ସମୁଦ୍ଦୀପିତ — Very much kindled
  • ସଂ. ବିଣ (ସମ୍+ଅଧ୍ମାତ; ଅଧ୍ନାତ) — ଗର୍ବିତ — Proud
  • ସଂ. ବିଣ (ସମ୍+ଅଧ୍ମାତ; ଅଧ୍ନାତ) — (ସମ୍=ସମାନ+ଅଧ୍ମାତ) ସମାନରୂପେ ଶବ୍ଦିତ — Emitting similar sounds