ସମାଧିସ୍ଥ Samādhistha
- ସଂ. ବିଣ. ପୁଂ—(ସମାଧି+ସ୍ଥା ଧାତୁ+କର୍ତ୍ତୃ. ଅ) — ଧ୍ୟାନ— ନିମଗ୍ନ — Engaged in deep meditation
- ସଂ. ବିଣ. ପୁଂ—(ସମାଧି+ସ୍ଥା ଧାତୁ+କର୍ତ୍ତୃ. ଅ) — ସମାଧି ମଧ୍ୟସ୍ଥ — Which is inside a grave
- ସଂ. ବିଣ. ପୁଂ—(ସମାଧି+ସ୍ଥା ଧାତୁ+କର୍ତ୍ତୃ. ଅ) — ପରମାତ୍ମାଙ୍କ ଧ୍ୟାନରେ ପୂର୍ଣ୍ଣରୂପେ ମଗ୍ନ (ମନ, ବ୍ଯକ୍ତି, ଚିତ୍ତ) — (mind or person) Devoted exclusively to the sole thought of the Paramātmā
- ସଂ. ବିଣ. ପୁଂ—(ସମାଧି+ସ୍ଥା ଧାତୁ+କର୍ତ୍ତୃ. ଅ) — [ଦ୍ର—ସଂକଳ୍ପରହିତ ହୋଇ ଇନ୍ଦ୍ରିୟାର୍ଥଚିନ୍ତନରୁ ମୁକ୍ତ ହୋଇ ବ୍ରହ୍ମରେ ଲୀନ ହେବା ଅବସ୍ଥାକୁ ସମାଧିସ୍ଥ ଅବସ୍ଥା ବୋଲାଯାଏ।]