ସମାଧି ହାଣ୍ଡି Samādhi hāṇḍi

  • ଦେ. ବି — ପୁରୀରେ ଅନ୍ନ ମହାପ୍ରସାଦ ରଖାଯିବାର ଏକ ପ୍ରକାର ହାଣ୍ଡି — Name of an earthen pot of the capacity of containing boiled rice weighing 3 to 4 seers
  • ଦେ. ବି — [ଦ୍ର— ଏଥିରେ 3 । 4 ସେର ଚାଉଳର ଅନ୍ନ ରହିପାରେ। ସମ୍ଭବତଃ ପୁରୀର ସମାଧି ମଠ ତରଫରୁ ଜଗନ୍ନାଥଙ୍କଠାରେ ଭୋଗ କରା ଯାଉଥିବା ଅନ୍ନ ମହାପ୍ରସାଦ ଏହି ଆକାରର ହାଣ୍ଡିରେ ରଖାଯାଉଥିବାରୁ ଏହାର ଏପରି ନାମ ହୋଇଅଛି।] — [ଦ୍ର— ଏଥିରେ34ସେର ଚାଉଳର ଅନ୍ନ ରହିପାରେ ସମ୍ଭବତଃ ପୁରୀର ସମାଧି ମଠ ତରଫରୁ ଜଗନ୍ନାଥଙ୍କଠାରେ ଭୋଗ କରା ଯାଉଥିବା ଅନ୍ନ ମହାପ୍ରସାଦ ଏହି ଆକାରର ହାଣ୍ଡିରେ ରଖାଯାଉଥିବାରୁ ଏହାର ଏପରି ନାମ ହୋଇଅଛି]