ସମାଜ Samāja
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ସଭା — Assembly; meeting
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ଗଣ; ସମୂହ — Multitude
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — [ଉ—ଧୃତ ହୋଇ ବଳହୀନ, ଧୂସର ହୋଇବା ମନ, ଧୋଇ ଚିନ୍ତା କଳଙ୍କ-ସମାଜ ମାଜ। କବିସୂର୍ଯ୍ୟ, ଚମ୍ପୂ, ଧ ଗୀତ।]
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ଦଳ; ସଂଘ — Company; crowd
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ସଂପ୍ରଦାୟ; ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟ ସାଧାନାର୍ଥ ଗଠିତ ଦଳ — A society formed for a particular purpose; corporation
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ବୈଷ୍ଣବବିଶେଷଙ୍କ ସମାଧି ସ୍ଥାନ — The burial ground of an anchorite
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ଏକ ଧନ ଓ ଏକ ଆଚାର ସଂପନ୍ନ ଲୋକ ସମଷ୍ଟି — A number of persons following the same religion or course of conduct, formed into a body or society or club
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ଦୈନନ୍ଦିନ କାର୍ଯ୍ୟ କଳାପ ଓ ଉତ୍ସବାଦିରେ ପରସ୍ପରକୁ ସାହାଯ୍ୟ କରି, ପରସ୍ପରର ସୁଖ ଦୁଃଖରେ ଭାଗୀ ହୋଇ ଏକ ସଙ୍ଗେ ସଂସାରରେ ଚଳାଚଳ ହେବା ଓ ସଦାଚାରୀ ହେବା ନିମନ୍ତେ ଭିନ୍ନ ଭିନ୍ନ ବର୍ଣ୍ଣ, ଜାତି ବା ସଂପ୍ରଦାୟର ବ୍ଯକ୍ତି— ମାନଙ୍କ ଦ୍ୱାରା ଗଠିତ ହୋଇଥିବା ସଙ୍ଘ ବା ଗୋଷ୍ଠୀ — A society formed by different sects or castes for the purpose of wordly and everyday intercourse; community
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ଜାତି ଆଣ ସଭା — Caste-guild; a society of different caste-men
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — (ପ୍ରାଚୀନ ସଂସ୍କୃତ) ମେଳା; ସାମାଜିକ; ଉତ୍ସବ — A social festival or gathering
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — ପଶୁମାନଙ୍କ ଛଡ଼ା ଅନ୍ଯ ପ୍ରାଣୀମାନଙ୍କର ଦଳ (ଅମର କୋଷ) — A crowd of animals other than beasts
- ସଂ. ବି (ସମ୍=ସମ୍ୟକ୍+ଅଜ ଧାତୁ=ଗମନ କରିବା+ ଅଧିକରଣେ. ଅ) — [ଦ୍ର— ପଶୁ ସମୂହ ବା ଦଳକୁ 'ସମଜ' ବୋଲାଯାଏ। ଧର୍ମ, ଆଚାର, ମତ, ବିଦ୍ଯା, ଆଦି ଯେଉଁ ବିଷୟ ଘେନି ସମାଜ ଗଠିତ ହୁଏ, ତାହା ସେହି ନାମରେ ନାମିତ ହୁଏ। ଯଥା—ହିନ୍ଦୁ ସମାଜ, ବ୍ରାହ୍ମଣ ସମାଜ, ପଣ୍ଡିତ ସମାଜ, ସାହିତ୍ୟ ସମାଜ, ବ୍ରାହ୍ମ ସମାଜ ଇତ୍ୟାଦି। ପୁଣି ଏକ ଶ୍ରେଣୀ ବା ଏକ ଜାତି ବିଶିଷ୍ଟ ବ୍ଯକ୍ତି ସମଷ୍ଟିଙ୍କୁ ତତ୍ତତ୍ ସମାଜ ବୋଲା ଯାଏ; ଯଥା— ନାରୀ ସମାଜ, ସଭ୍ୟ ସମାଜ, ଶିକ୍ଷିତ ସମାଜ, ଜନ ସମାଜ।]