ସମାଜ ଶାସନ Samāja ṡāsana
- ସଂ. ବି ( 6 ଷ୍ଠୀ ତତ୍) — ସମାଜରେ ପ୍ରଚଳିତ ନିୟମ — Social rules
- ସଂ. ବି ( 6 ଷ୍ଠୀ ତତ୍) — ସମା— ଜରେ ଚଳୁଥିବା ରୀତି — Social customs
- ସଂ. ବି ( 6 ଷ୍ଠୀ ତତ୍) — ସମାଜିକ ଶାସ୍ତି — Social punishment; social sanction
- ସଂ. ବି ( 6 ଷ୍ଠୀ ତତ୍) — ସମାଜର ସଭ୍ୟଙ୍କ ଉପରେ ସମାଜର ଥିବା ଅଧିକାର — The rule or mastery of a society over its members