ସମାଜ ପତି Samāja pati

  • ସଂ. ବି. ପୁଂ ( 6 ଷ୍ଠୀ ତତ୍) — ସମାଜର ନାୟକ; କୌଣସି ସଂପ୍ରଦାୟର ମୁଖ୍ୟ ବ୍ଯକ୍ତି; ଗୋଷ୍ଠୀ ପତି — The headman or leader of a community
  • ଦେ. ବି — ବଙ୍ଗଦେଶର ବଂଶୋପାଧି— ବିଶେଷ — A family title in Bengal