ସମାଂଶିକ Samāṁṡika

  • ସଂ. ବିଣ. ପୁଂ (ସମ+ଅଂଶ+ଇକ) — ତୁଲ୍ୟାଂଶ— ଗ୍ରାହୀ — Taking equal shares
  • ସଂ. ବିଣ. ପୁଂ (ସମ+ଅଂଶ+ଇକ) — ସମାଂଶଭାଗୀ — Entitled to equal shares