ସମାଂଶହାରୀ Samāṁṡahārī

  • ସଂ. ବିଣ. ପୁଂ (ସମାଂଶ+ହୃ ଧାତୁ+କର୍ତ୍ତୃ ଇନ୍; 1 ମା 1 ବ) — ସମାନ ଅଂଶର ବା ଭାଗର ଗ୍ରହଣକାରୀ — Taking an equal share
  • ସଂ. ବିଣ. ପୁଂ (ସମାଂଶ+ହୃ ଧାତୁ+କର୍ତ୍ତୃ ଇନ୍; 1 ମା 1 ବ) — ସମାଭାଗାର୍ହ — Entitled to an equal share