ସମସ୍ଥଳୀ Samasthaḻī

  • ସଂ. ବି (ସମ+ସ୍ଥଳୀ) — ଗଙ୍ଗା ଯମୁନାର ମଧ୍ୟବର୍ତ୍ତୀ ସମତଳ ପ୍ରଦେଶ; ଦୋଆବ୍; ଅନ୍ତର୍ବେଦୀ — The plain country or valley between the Ganges and the Jamunā rivers; the modern Doab in the Panjab