ସମଶର ପୁର Samaṡara pura
- ଦେ. ବି (ସଂ. ସୋମୋଶ୍ୱର+ପୁର) — ପୁରୀ କିଲ୍ଲାର ରାହାଙ୍ଗ ପ୍ରଗନ୍ନା ଅନ୍ତର୍ଗତ ବ୍ରାହ୍ମଣ— ଶାସନ ବିଶେଷ — Name of a Brahmin village in the Puri district
- ଦେ. ବି (ସଂ. ସୋମୋଶ୍ୱର+ପୁର) — [ଦ୍ର—ଏହି ଶାସନ ସତ୍ୟବାଦୀଠାରୁ 3 ମାଇଲ୍ ଦୂରରେ ଅବସ୍ଥିତ; ଏହି ଗ୍ରାମର ପ୍ରଥମ ଦାନାଗ୍ରହୀତା (ପାଣିଗ୍ରାହୀ) ଯଜ୍ଞ କରିଥିଲେ।] — [ଦ୍ର—ଏହି ଶାସନ ସତ୍ୟବାଦୀଠାରୁ3ମାଇଲ୍ ଦୂରରେ ଅବସ୍ଥିତ; ଏହି ଗ୍ରାମର ପ୍ରଥମ ଦାନାଗ୍ରହୀତା (ପାଣିଗ୍ରାହୀ) ଯଜ୍ଞ କରିଥିଲେ]