ସମର୍ଯ୍ୟାଦ Samarj̄yāda
- ସଂ. ବିଣ. ପୁଂ (ମର୍ଯ୍ୟାଦା ସହ ବର୍ତ୍ତମାନ; ସହାର୍ଥ ବହୁବ୍ରୀହି) — ସୀମାଯୁକ୍ତ — Bounded
- ସଂ. ବିଣ. ପୁଂ (ମର୍ଯ୍ୟାଦା ସହ ବର୍ତ୍ତମାନ; ସହାର୍ଥ ବହୁବ୍ରୀହି) — ମର୍ଯ୍ୟାଦାଯୁକ୍ତ — Respectful; reverent
- ସଂ. ବିଣ. ପୁଂ (ମର୍ଯ୍ୟାଦା ସହ ବର୍ତ୍ତମାନ; ସହାର୍ଥ ବହୁବ୍ରୀହି) — ନିକଟସ୍ଥ; ସନ୍ନିହିତ — Adjoining
- ସଂ. ବିଣ. ପୁଂ (ମର୍ଯ୍ୟାଦା ସହ ବର୍ତ୍ତମାନ; ସହାର୍ଥ ବହୁବ୍ରୀହି) — ସଚ୍ଚରିତ୍ର — Of good conduct; honest