ସମର୍ପିବା Samarpibā

  • ଦେ. କ୍ରି — ସମର୍ପଣ କରିବା; ସମ୍ପିବା — To surrender; to make over; to entrust
  • ଦେ. କ୍ରି — [ଉ—ସେ କରରେ ଯେବେ ଘନକେଶା ସମର୍ପିଲା ସ୍ତନ। କବିସୂର୍ଯ୍ୟ, ସଙ୍ଗୀତ]
  • ଦେ. କ୍ରି — ଭାର ଅର୍ପଣ କରିବା — To commit to the care of
  • ଦେ. କ୍ରି — [ଉ—ଏହା କହି ସମର୍ପିଣ ସନ୍ତାନ ଦୁଇଟି ହୋ—ମଧୁସୂଦନ, ଛାନ୍ଦମାଳା।]