ସମର୍ କନ୍ଦ୍ Samar knd

  • ବୈଦେ. ବି (ନାମ) — ତୁର୍କୀସ୍ଥାନର ଅନ୍ତର୍ଗତ ଓ ଅଧୁନା ରୁଷ ରାଜ୍ୟର ଅଧିକୃତ ଦୁର୍ଗାଧିଷ୍ଠିତ ନଗର — Samarkand; name of a famous town in Turkistan
  • ବୈଦେ. ବି (ନାମ) — [ଦ୍ର—ଏହି ନଗର ବହୁ ପ୍ରାଚୀନ ଏହି ନଗରୀ ଇସଲାମ୍ ଧର୍ମର ଓ ପାରସୀ ସାହିତ୍ୟଚର୍ଚ୍ଚାର ପ୍ରଧାନ କେନ୍ଦ୍ର ଥିଲା। ପ୍ରାଚୀନ ନଗର ବିଧ୍ୱସ୍ତ ହେବାରୁ କିଛି ଦୂର ଛଡ଼ା ନୂତନ ନଗର ନିର୍ମିତ ହେଲା। ଖ୍ରୀ 702 ରେ ଆରବମାନେ ଏହା ଅଧିକାର କଲେ, 1219 ରେ ଏହା ଚେ(ଜେ)ଙ୍ଗିସ୍ ଖାଁଙ୍କର ଓ 1359 ରେ ଏହା ତୈମୁର୍ ଲଙ୍ଗ୍ଙ୍କ ଅଧିକାରରେ ଆସିଲା। ତୈମୁରଙ୍କ ସମୟରେ ନଗରର ବିଶେଷ ଉନ୍ନତି ସାଧିତ ହୋଇଥିଲା। ପରବର୍ତ୍ତୀ କେତେକ ଶତାବ୍ଦୀ ପର୍ଯ୍ୟନ୍ତ ଏ ନଗର ବିଦ୍ୟାର୍ଜନର ପ୍ରଧାନ କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟ ରୂପେ ପ୍ରତିଷ୍ଠା ଲାଭ କରିଥିଲା। 1868 ଖ୍ରୀଷ୍ଟାବ୍ଦରେ ଏହା ରୁଷ ସାମ୍ରାଜ୍ୟ ଭୁକ୍ତ ହେଲା— ବିଶ୍ୱକୋଷ।] — [ଦ୍ର—ଏହି ନଗର ବହୁ ପ୍ରାଚୀନ ଏହି ନଗରୀ ଇସଲାମ୍ ଧର୍ମର ଓ ପାରସୀ ସାହିତ୍ୟଚର୍ଚ୍ଚାର ପ୍ରଧାନ କେନ୍ଦ୍ର ଥିଲା ପ୍ରାଚୀନ ନଗର ବିଧ୍ୱସ୍ତ ହେବାରୁ କିଛି ଦୂର ଛଡ଼ା ନୂତନ ନଗର ନିର୍ମିତ ହେଲା ଖ୍ରୀ702ରେ ଆରବମାନେ ଏହା ଅଧିକାର କଲେ,1219ରେ ଏହା ଚେ(ଜେ)ଙ୍ଗିସ୍ ଖାଁଙ୍କର ଓ1359ରେ ଏହା ତୈମୁର୍ ଲଙ୍ଗ୍ଙ୍କ ଅଧିକାରରେ ଆସିଲା ତୈମୁରଙ୍କ ସମୟରେ ନଗରର ବିଶେଷ ଉନ୍ନତି ସାଧିତ ହୋଇଥିଲା ପରବର୍ତ୍ତୀ କେତେକ ଶତାବ୍ଦୀ ପର୍ଯ୍ୟନ୍ତ ଏ ନଗର ବିଦ୍ୟାର୍ଜନର ପ୍ରଧାନ କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟ ରୂପେ ପ୍ରତିଷ୍ଠା ଲାଭ କରିଥିଲା1868ଖ୍ରୀଷ୍ଟାବ୍ଦରେ ଏହା ରୁଷ ସାମ୍ରାଜ୍ୟ ଭୁକ୍ତ ହେଲା— ବିଶ୍ୱକୋଷ]