ସମରୁ ବେଗମ୍ Samaru begam

  • ଦେ. ବି (ନାମ) — ସମରୁଙ୍କ ରକ୍ଷିତା ସ୍ତ୍ରୀ — The name by which the mistress of Samaru was known
  • ଦେ. ବି (ନାମ) — [ଦ୍ର—ଏହାଙ୍କ ଜନ୍ମ 1756 ରେ ଓ ମୃତ୍ୟୁ 1836 ରେ। ଏହାଙ୍କର ପ୍ରକୃତ ନାମ ଜେବଲନିସା। ଏ ଜାତିରେ ଜର୍ଜିଆନ୍ — [ଦ୍ର—ଏହାଙ୍କ ଜନ୍ମ1756ରେ ଓ ମୃତ୍ୟୁ1836ରେ ଏହାଙ୍କର ପ୍ରକୃତ ନାମ ଜେବଲନିସା ଏ ଜାତିରେ ଜର୍ଜିଆନ୍(Georgian)ଥିଲେ ଏହାଙ୍କ ଜନ୍ମ କାଶ୍ମୀରରେ ହୋଇଥିଲା ଏ 'ସମରୁଙ୍କ' ସ୍ତ୍ରୀରୂପେ ବାସ କରୁଥିଲେ ଏବଂ ସମରୁଙ୍କ ମୃତ୍ୟୁ ପରେ ତାଙ୍କ ଜମିଦାରୀର ଓ ପ୍ରଭୃତ ସୈନ୍ୟର ଅଧିକାରିଣୀ ହେଲେ ତା ପରେ ଏ ରୋମାନ୍ କାଥଲିକ୍ ଧର୍ମ ଗ୍ରହଣ କରି ଜଣେ ଫରୀସୀଙ୍କୁ ବିବାହ କଲେ ଉକ୍ତ ଫରାସୀ ଆତ୍ମହତ୍ୟା କଲା ପରେ ଏ ଇଂରେଜମାନଙ୍କ ସହିତ ଯୁଦ୍ଧ କରି1803ସାଲରେ 'ଅସାଇ' ନାମକ ଯୁଦ୍ଧରେ ପରାସ୍ତ ହୋଇ ପରେ ଇଂରେଜଙ୍କ ସହିତ ସନ୍ଧି ସ୍ଥାପନ କଲେ ଏ ଖ୍ରୀଷ୍ଟାନ୍ ଧର୍ମର ଉନ୍ନତି ପାଇଁ ବହୁ ଧନ ଦାନ କରିଥିଲେ ଏ କଲିକତାରେ ବିଷପ (ଖ୍ରୀଷ୍ଟାନ ଧର୍ମୋପଦେଶକ)ଙ୍କ ହସ୍ତରେ ଦାନାର୍ଥ ପଚାଶ ହଜାର ଟଙ୍କା ଅର୍ପଣ କରିଥିଲେ ଏବଂ ମିରଟରେ ଗୋଟିକେତେ ଗୀର୍ଜା ନିର୍ମାଣ କରାଇଥିଲେ ଏ ସର୍ବଦା ଖୁବ୍ ଆଡ଼ମ୍ବର ସହକାରେ ଚଳୁଥିଲେ ଓ ମୃତ୍ୟୁ ସମୟରେ ନଗଦ7080ଲକ୍ଷ ଟଙ୍କା ରଖି ଯାଇଥିଲେ ତାଙ୍କ ପରେ ତାଙ୍କ ପୌତ୍ର(Dyce Sembre)ତାଙ୍କ ସମ୍ପତ୍ତି ଭୋଗ କଲେ]